STORYMIRROR

Kumudabandhu Naik

Others

3  

Kumudabandhu Naik

Others

ପ୍ରେମ ଓ ବିରହ

ପ୍ରେମ ଓ ବିରହ

1 min
362

ପ୍ରେମ ଓ ବିରହ ହୋଇଥା ବୋଧେ

   ମୁଦ୍ରା ଦୁଇ ପାର୍ଶ୍ବ ସମ।

ପ୍ରେମରେ ନିଦାଘ ଲାଗେ ଚନ୍ଦ୍ର ପ୍ରଭା

    ନିଶି ହୁଏ ଦିବା ଭ୍ରମ।


ବିରହ ରେ ଦିବା ଦିଶେ ଅନ୍ଧକାର

    ଚନ୍ଦ୍ର ଲାଗେ ସୂର୍ଯ୍ୟ ସମ।

ପ୍ରେମରେ ଉଚ୍ଚାଟ ହେଉଥାଏ ମନ

    ବିରହରେ ମତିଭ୍ରମ।


ପ୍ରେମରେ ମିଳନ ଲାଳାୟିତ ମନ

    ବିରହେ ଅପେକ୍ଷା ରତ।

ଇଚ୍ଛା ଏକ ହେଲେ ଭାବ ଭିନ୍ନ ଭିନ୍ନ

    ଦୁହିଁଙ୍କ ମନ ଆହତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ