STORYMIRROR

Kumudabandhu Naik

Others

3  

Kumudabandhu Naik

Others

ହୄଦୟ

ହୄଦୟ

1 min
297

ହୄଦୟଟା ଯଦି କାଢି ହେଉଥାନ୍ତା

ଦିଅନ୍ତି ତାହା ଦେଖେଇ।

ତୁମ କଟୁ ବାକ୍ଯେ ଆଜି ମୋ ହୄଦୟ

କେତେ ଖଣ୍ଡ ଅଛି ହୋଇ।

ହୄଦୟ ହିନ ଯେ କାହୁଁବା ବୁଝିବ

କୋମଳ ହୃଦୟ କଥା।

ହାଡ ସିନା ନାହିଁ ଖଣ୍ଡ ଖଣ୍ଡ ହୁଏ

ଆଉ କେତେ ହୁଏ ବ୍ଯଥା।

ହାଡ ଭାଙ୍ଗି ଗଲେ ଯୋଡି ହୋଇଯାଏ

ସମସ୍ତେ ଜାଣନ୍ତି ଏହା।

ହୄଦୟ ଭାଙ୍ଗିଲେ ଯୋଡି ହୁଏ ନାହିଁ

ସାହା ଏକା ଚଉବାହା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ