STORYMIRROR

Kumudabandhu Naik

Tragedy Others

3  

Kumudabandhu Naik

Tragedy Others

ଅଧମ

ଅଧମ

1 min
199

ଅବୁଝା ବୋଲି ମୁଁ ଭାବିଲି ଯାହାକୁ

ବୁଝି ପାରିଲିନି କେବେ ତା ମନ ।

ଧନ ସମ୍ମାନ ପଛେ ବାଇହେଲି

କରି ଜାଣିଲିନି ତାର ସମ୍ମାନ ।

ମୋ ଲାଳସା ଜାଣି କରିଥିଲା ସିଏ

ନିଜ ପ୍ରାପ୍ୟ ପାଇଁ ଆପ୍ରାଣ ଚେଷ୍ଟା ।

ମୁଁ ମୋର ଲାଳସା ଛାଡି ପାରିଲିନି

ବୄଥା ଥିଲା ତାର ସବୁ ପ୍ରଚେଷ୍ଟା ।

ଧନ ବୈଭବ ମୋ ଲୋଭ ନଥିଲା ତା’

ଲୋଡୁଥିଲା ଖାଲି ଏକା ମୋ ପ୍ରେମ ।

ସମୟ ଥାଉଣୁ ବୁଝି ପାରିଲିନି

ଏବେ ଭାବେ, ମୁହିଁ କେଡେ ଅଧମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ

Similar oriya poem from Tragedy