STORYMIRROR

Kumudabandhu Naik

Children Stories

3  

Kumudabandhu Naik

Children Stories

ବାଲ୍ୟ

ବାଲ୍ୟ

1 min
223

ଶୁଆ ନୁହଁଇ କି ସାରୀ ସେ ନୁହଁଇ, 

        କେତେ ଶୄତୀ ମଧୂ ତା କଣ୍ଠ ସ୍ବର।

 କୋକିଳର କୁହୁତାନ ଫିକା ପୁଣି

         ଫିକା ଫିକା ଲାଗେ ବୀଣା ଝଙ୍କାର।

ମୂଲ୍ୟବାନ ବାସେ ସୁନ୍ଦର କେ ଦିଶେ,

         ଦିଗାମ୍ବରେ ସିଏ ତାଠୁ ସୁନ୍ଦର।

ବିନା ବ୍ଯାକରଣେ ଅଶୁଦ୍ଧି କା ଭାଷା,

          ଅଶୁଦ୍ଧି ତା ଭାଷା କି ମନୋହର।

ସଦ୍ଯ ପ୍ରସ୍ଫୁଟିତ ସୁମନ କୋମଳ,

          ତାହାଠୁ କୋମଳ ତା କଳେବର।

ପୁଷ୍ପର ସୁରଭି ମୋହିଥାଏ ମନ,

           ତାହାଠୁ ବଳିକି ତା ବ୍ଯବହାର।

ସୁମନ ସୌରଭ ମୋହିଥାଏ ମନ,

           ସୁଶୋଭିତ କରେ ଅଗଣା କାର।

ସୁରଭି ବିନା କା ହସାଏ ଅଗଣା,

            ମନ ମୁଗ୍ଧେ ଥାଏ ତା ପରିବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ