STORYMIRROR

Kumudabandhu Naik

Others

3  

Kumudabandhu Naik

Others

ଆଶା

ଆଶା

1 min
348

ପ୍ରେମ ଯଦି ତୋର   ବିଶାଳ ସାଗର 

       ତହିଁର ପଥିକ  ମୁହିଁ।

ସେହି ସମୁଦ୍ରରେ   ମେଳିଛି ମୁଁ ନାଆଁ

      କାତ ମୋର ପାଉ ନାହିଁ।


କେବେ ଶାନ୍ତ ତୋର  ନୀଳ ଜଳ ରାଶି

      କେବେତ ଅଶାନ୍ତ ଢେଉ।

କେବେ ଧକ୍କା ଦେଇ   ଫିଙ୍ଗୁ ତୁ କୂଳକୁ

      କେବେ ପୁଣି ଟାଣି ନେଉ।


ତୋ ଶାନ୍ତ ବୁକୁରେ  ଦୋଳିଲେ ମୋ ନାଆ

      ଆନନ୍ଦେ ଗାଏ ମୁଁ ଗୀତ।

ଜୁଆରିଆ ତୋର    ହୄଦୟେ ଫଶିକି

      କରିନାହିଁ ଆର୍ତ୍ତନାଦ।


ତୋହରି ଗର୍ଭରେ    ଖୋଜୁଛି ଶାମୁକା

      ମୋତି ପାଇବା ଲାଳସେ।

ଜାଣି ପାରୁନି ମୁଁ    ସଫଳ ହେବି କି 

      ଆଶା ମୋ ରହିବ ଆଶେ।

      

      

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ