STORYMIRROR

Kumudabandhu Naik

Others

3  

Kumudabandhu Naik

Others

ହୄଦୟ

ହୄଦୟ

1 min
186

ହୄଦୟଟା ଯଦି କାଢି ହେଉଥାନ୍ତା

ଦିଅନ୍ତି ତାହା ଦେଖେଇ।

ତୁମ କଟୁ ବାକ୍ଯେ ଆଜି ମୋ ହୄଦୟ

କେତେ ଖଣ୍ଡ ଅଛି ହୋଇ।

ହୄଦୟ ହିନ ଯେ କାହୁଁବା ବୁଝିବ

କୋମଳ ହୃଦୟ କଥା।

ହାଡ ସିନା ନାହିଁ ଖଣ୍ଡ ଖଣ୍ଡ ହୁଏ

ଆଉ କେତେ ହୁଏ ବ୍ଯଥା।

ହାଡ ଭାଙ୍ଗି ଗଲେ ଯୋଡି ହୋଇଯାଏ

ସମସ୍ତେ ଜାଣନ୍ତି ଏହା।

ହୄଦୟ ଭାଙ୍ଗିଲେ ଯୋଡି ହୁଏ ନାହିଁ

ସାହା ଏକା ଚଉବାହା।


Rate this content
Log in