STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ପ୍ରୀତିରେ କି ଭାବ ଅଛି

ଚଉପଦୀ - ପ୍ରୀତିରେ କି ଭାବ ଅଛି

1 min
13.5K


କବି -ନବଘନ ପରିଡା

ଘୁଡୁକି ଓ ଭରତ ନାଟ


ପ୍ରୀତିରେ କି ଭାବ ଅଛି

ଜଣା ତ ନ ଗଲା କିଛି

ଶୁଣା ତ ନ ଗଲା କିଛି । ପଦ ।

ଛପନ ଗଣ୍ଡା ରାବଣ

ବର ପାଇଛି

ଦୁହିତା ହରି ଚଉଦ

ଗଣ୍ଡାରେ ପ୍ରାଣ ହରିଛି । ୧ ।

ଭାଈବୋହୂ ହରି

ବାଳି ରାଜା ମରିଛି

ତାରା ସଙ୍ଗେ ମାତି ଚନ୍ଦ୍ର

ପକ୍ଷେ ବଢ଼ୁଛି ଛିଡ଼ୁଛି । ୨ ।

ଗୁରୁପତ୍ନୀ କି ୟା

ବାପା ବଳେ ହରିଛି

ପ୍ରୀତିରେ ଅକୀର୍ତ୍ତି

ନବଘନ ରଚନା କରିଛି । ୩ ।


Rate this content
Log in

Similar oriya poem from Classics