STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ -ମୋର ହୁଁ ଗୋ

ଚଉପଦୀ -ମୋର ହୁଁ ଗୋ

1 min
13.3K


କବି -ଅଭିମନ୍ୟୁ ସମନ୍ତସିଂହାର


ଧାନ କୁଟିଦିଅ ଘରେ ଗୋ ।

ମୋର ହୁଁ ଗୋ ।

କର୍ମଙ୍ଗା ଗଛର ଛାଇ ଗୋ ।

ମୋର ହୁଁ ଗୋ ।

କରମ ଯାହାର ସୁଫଳ ହୋଇବ

କୃଷ୍ଣଙ୍କୁ ଲଭିବ ସେହି ଗୋ ।

ଗଞ୍ଜେଇ ଗଛର ଛାଇ ଗୋ ।

ମୋର ହୁଁ ଗୋ ।

ବେଣୁ ବିନୋଦିଆ ଯେଣେ ଯାଉଥାଇ

ତେଣେ ହୁରି ପଡ଼ୁଥାଇ ଗୋ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics