STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କୋକିଳ ବଚନା କି ତୋ ବିନାର

ଚଉପଦୀ - କୋକିଳ ବଚନା କି ତୋ ବିନାର

1 min
13.5K


କବି -ଷୋମନାଥ


କୋକିଳ ବଚନା

କି ତୋ ବିନାରେ ।

ବଞ୍ଚିବି ନବୀନାରେ । ୦ ।

ଖଞ୍ଜନ ନୟନା ଆରେ

ଖଟିଅଛି ମୁଁ ତୋରେ

ଖସାଇ ନ ଦିଅ ଅଙ୍କୁ

ସୁକୁନ୍ଦ ଦଶନାରେ । ୧ ।

ଗଜ ଗମନା ହସି

ଗତିକର ସୁକେଶୀ

ଗରବ ନକର ଚିତ୍ତେ

ମୋ ସୁଖ ସଦନାରେ । ୨ ।

ଚମକୁ କିଂପା ଡରେ

ଚମ୍ପା ବରନା ମୋରେ

ଚାହାଁ ସୋମନାଥ ଭାଷେ

କାହିଁକି ବିମନାରେ । ୫ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics