STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-3)

ଚଉପଦୀ(ଧର୍ମୀୟ-3)

1 min
186


ରାଗ କାଫି, ଏକତାଳି

ଅନାଅନା ଥରେ ଥରେ ରସି ରସିକା ରେ

ଇନ୍ଦିରାକୁ ନିନ୍ଦି ଇନ୍ଦୀବର ବନିକା ରେ,

ବନ୍ଦଇ ମୁଁ ନୀଳଜଳ ଜନମ ଧିକ୍ କାରେ

ମୀନମାନେ ଜାଲେ ମରି ସରନ୍ତୁ ବିକାରେ,

ସଞ୍ଚରୁ ତୋ ନେତ୍ର ଚିତ୍ରକେଳି ଶିବିକାରେ

ଭ୍ରମରୀ ମଣ୍ଡଳୀ ସରୁ ଝଙ୍କାର ଡକାରେ,

ଷଢାଶୁରପଦଛତି ସ୍ମରକୁ ଟେକା ରେ

ଆସ ମୁଁ ମଣ୍ଡିବି ଗଣ୍ଡ ସୁମ କରକାରେ,

ସ୍ତନ କନକ କଳଶ ମୂଳ କରକା ରେ

ହରିଗିରେ ହରିଣାକ୍ଷି ଲାଜେ ଧାତିକାରେ,

ଛପିଗଲେ ଜଗଦ୍ଦେବ ଚିତ୍ତ ଲତିକାରେ

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics