STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-21)

ଚଉପଦୀ(ଧର୍ମୀୟ-21)

1 min
370


ଆଜି ମଦନ ସାଜିକି ନାଗର କର ରାଜି ରେ

ଲଘିଂଲ ଯା ଶଙ୍କା ଗୁରୁ ଭୟ ବନ - ରାଜିରେ

ରସ ସିନ୍ଧୁ ତଟରେ ସଞ୍ଚରୁ ମଁନ ବାଜି ରେ

ରସବତୀ ଚକ୍ରବର୍ତ୍ତୀ ଯଶକୁ ନିହାଜି ରେ,

               ଭୁଲାଇ ମୂଲାଇ ଟାନ ଦେବି ସିନା ସାଜିରେ

ପରିକର ନାଶ ମଣିଚାର କରେ ମାଜି ରେ,

ଧରଣୀ ମଣ୍ଡନା ବେଶ ଦେବ ସୈନ୍ୟ ସାଜି ହେ

ଭାଷେ ଜଗଦ୍ଦେବ ଶ୍ୟାମବାଣୀ ଡକା ବାଜିରେ,

ହଜିଗଲା ରାଜୀବାର ଶଙ୍କା ଭାନିତାଜି ରେ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics