Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-105

ଚଉପଦୀ ଧର୍ମୀୟ-105

1 min
266


ଚଉପଦୀ

ଭାଗ (105)

ବିଳାହାରି - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଠକଙ୍କ ରୀତିକି ଛାଡ ହେ ଶଠ,

ଠଉରାଇଲୁଁ ତୁମ୍ଭ ପଢା ପାଠ (1)

ଠରାରେ ଦେଖାଇ ଯମୁନା ତୁଠ

ଠକି କି ରଖିଲନି ଥର ଆଠ (2)

ଠ- ବରତୁଳ ଚନ୍ଦ୍ରାନନ ଓଠ

ଠଣ ତ ଲାଗିଲାନି ବଡ ମିଠ (3)

ଠ- ନେତ୍ର ହୋଇଥିବାରୁ ଗରିଷ୍ଠ

ଠକାଇଲେ ଜଗଦ୍ଦେବ ସପଠ (4)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics