STORYMIRROR

Gunanidhi Samal

Comedy

2  

Gunanidhi Samal

Comedy

ଚୁମା ଦିଆନିଆ ପ୍ରେମ

ଚୁମା ଦିଆନିଆ ପ୍ରେମ

1 min
143

ରୋଜ ଦେଇଛି ପ୍ରୋପୋଜ କରିଛି

ଦେଲି ଚକୋଲେଟ ଟେଡ଼ି

ବାହାହେବି ବୋଲି ପ୍ରତିଜ୍ଞା କରିଲି

ଧରିଥିଲି ପରା ଭିଡି ,

ପ୍ରେମରେ ଆମର ପଡିବନି ଆଉ 

କେବେ ପୂର୍ଣ୍ଣଛେଦ କମା ,

ମୁଁ" ପରା ତୋର ଧରମେନ୍ଦର ଲୋ

ତୁ ହେଲୁ ମୋର ହେମା ,

ଶୁଣ ଆଗୋ ପ୍ରିୟତମା ,

କେହିତ ନାହାନ୍ତି ପାଖକୁ ଆସୁନ

ଦିଆନିଆ ହେବା ଚୁମା ।


Rate this content
Log in

Similar oriya poem from Comedy