STORYMIRROR

Sunanda Mohanty

Action Classics Others

4  

Sunanda Mohanty

Action Classics Others

ଚୋରଣୀ ଉଷା

ଚୋରଣୀ ଉଷା

1 min
241

ମଂଗଳେ ଅଇଲା ଉଷା ବିକଚ ରାଜୀବ ତୃଷା 

ପଢ଼ିଥିଲି ପିଲାଦିନେ ବୁଝିଥିଲି ସକାଳ ବୋଲି ଉଷା 

ହେଲେ ସେ ଚୋରଣୀ ନଥିଲି ଜାଣି ତା କପଟ ପାଶା 

ଚୋରୀ କରି ରାତ୍ରିର ଅନ୍ଧକାର ହୋଇ ତରବର ମନରେ ନିଶା 

ଦେଖିଵ ଜାନକୀ ମାତାଙ୍କୁ ପୂରିବ ମନସ୍କାମନା ତୃଷା 

କରିଛି ବି ଫୁଲ ଚୋରୀ ନୟନୁଁ ଝରାଇ ବାରି ମେଣ୍ଟାଇବ ପିପାସା 

ଶ୍ୱେତପଦ୍ମା ମାତା ସୀତାଙ୍କ ପୟରେ ପୁଷ୍ପ ଦେଇ ରଖାଇବ ଭରସା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action