Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.0  

Gyanendriya Dash

Inspirational Children

ଚନ୍ଦ୍ରରେ ଜୀବନ

ଚନ୍ଦ୍ରରେ ଜୀବନ

1 min
191


ସଫଳ ପ୍ରୟାସେ ଦକ୍ଷିଣ ଚନ୍ଦ୍ରରେ

ଅବତରି ଚନ୍ଦ୍ରଯାନ,

ଇତିହାସ ରଚି ଭାରତ ପାଇଲା

ବିଶ୍ବରେ ପ୍ରଥମ ସ୍ଥାନ ।

ଚନ୍ଦ୍ରର ପୃଷ୍ଠରେ ଜଳର ସ୍ଥିତିକୁ

କରିବ ନିଶ୍ଚେ ସନ୍ଧାନ,

ଖୋଜି ପ୍ରାପ୍ତ କଲେ ଅସମ୍ଭବ ନୁହେଁ

ଚନ୍ଦ୍ର ପୃଷ୍ଠରେ ଜୀବନ ।

ଅସମ୍ଭବ ନୁହେଁ ମାନବ ସମାଜ

ଗଢ଼ିଦେଵ ବାସସ୍ଥାନ,

ଚନ୍ଦ୍ରରେ ଜୀବନ ବସବାସ କରି

ଗାଇବ ଜୟ ବିଜ୍ଞାନ ।

      


Rate this content
Log in

Similar oriya poem from Inspirational