STORYMIRROR

Akshayakumar Dash

Fantasy

2  

Akshayakumar Dash

Fantasy

ଚନ୍ଦ୍ର

ଚନ୍ଦ୍ର

1 min
131

  • ଆକାଶ ରେ ଦିବ୍ୟ ଜ୍ୟୋତି
  • ଵିଧୋକ୍ତ ରଜନୀ
  • ଧରିତ୍ରୀ ଦେବୀ କଂ ପୂଜା
  • ମଙ୍ଗଳା ଜନନୀ
  • କୁମାର ପୂର୍ଣ୍ଣିମା ଜହ୍ନ
  • ଜାଗତିକ ଶକ୍ତି
  • ପୂଜା ଅର୍ଚ୍ଚନା ଆଳତି
  • ସମର୍ପଣ ଭକ୍ତି
  • କୁମାରୀ କୁମାର ମନ
  • ସ୍ଥିର ଜଳ ସମ
  • ଆଲ୍ହାଦିତ ହେଉ ପ୍ରାଣ
  • ଇନ୍ଦ୍ରିୟ ସଂଯମ
  • ପ୍ରକୃତି ପୁରୁଷ ପରି
  • ନର ନାରୀ ସୃଷ୍ଟି
  • ମାୟା ବନ୍ଧନରେ ପଡି
  • ପାପକାର୍ଯ୍ୟ ଦୃଷ୍ଟି
  • ବିଶ୍ୱ ଇଶ୍ବରୀ ମାତାକୁଁ
  • ପ୍ରଣିପାତ କରେ
  • ମଙ୍ଗଳ କାମନା କରି
  • ନୈବିଧ୍ୟ କୁ ବରେ।


Rate this content
Log in

Similar oriya poem from Fantasy