STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଚକଲେଟ୍

ଚକଲେଟ୍

1 min
141


ଚକଲେଟ୍ ଆବାଳ

ବୃଦ୍ଧ ବନିଷ ପାଇଁ

ସ୍ବର୍ଗର ଅମୃତ ସମାନ

କାମଧେନୁ ଗାଇର 

ଦୁଗ୍ଧ ସମ ଉତ୍ସାହ ଭରା

ପୁଲକରେ ସଭିଏଁ

ତୁଣ୍ଡରେ ପକାଇ

କରନ୍ତି ଗ୍ରହଣ

ତାହାର ରହିଛି 

ଭିନ୍ନ ଭିନ୍ନ ଆକାର

ଦୁଗ୍ଧ ମିଷ୍ଟାନ୍ନର ଏକ

ଅପୂର୍ବ ସମିଶ୍ରଣ

ଅତି ସହଜରେ

ଦୋକାନ ବଜାରରେ

ସୁଲଭ ମୂଲ୍ୟ ରେ

ମିଳଇ ସଭିଏଁ 

ସୁବିଧାରେ କରିପାରନ୍ତି

 କ୍ରିୟ

କିବା ଯାତ ବାହାଘର

ସବୁଠାରେ ତାରି ଆଦର

ତାରି ପାଇଁ ଛୁଆ ମାନେ

ଟାକି ବସିଥାନ୍ତି 

ମିଳି ଗଲେ କିଚକଲେଟ୍ ର

ସ୍ବାଦ ମୁହୂର୍ତ୍ତ ଟି କରିଥାନ୍ତି

ଅନୁଭବ

ଆଦରେ ତାକୁ କରନ୍ତି

ସ୍ବାଗତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational