Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Romance Others

3  

Dipti lekha Mishra

Romance Others

ଚିଠିରେ ପ୍ରେମ

ଚିଠିରେ ପ୍ରେମ

1 min
234



ମୁଁ ଜାଣିଥିଲି ତମେ ମୋତେ ଭଲ ପାଅ

ତୁମେ ବି ଜାଣିଥିଲ ମୁଁ ତୁମକୁ ଭଲ ପାଏ

ହେଲେ ଭାଗ୍ୟ ଆମକୁ କଥା ହେବାକୁ ଦିଏନା

ଅତି ପାଖାପାଖି ଥିଲେ ସୁଦ୍ଧା ଦୁହେଁ ଦୁହିଁଙ୍କର ॥


ଶେଷରେ ଉପାୟ ନ ଥାଇ ଆରମ୍ଭ କଲ ଚିଠି

ସେ ଚିଠିର ମଜା ଖୁସି କିଛି ଥିଲା ନିଆରା

କିନ୍ତୁ ଭୟରେ ଲାଜରେ ସେ ଚିଠି ଚିରିଦେଇଛି

କିନ୍ତୁ ସ୍ମୃତି ତାର ଆଜି ବି ମୋ ସାହାରା ॥


ତୁମେ ଭାରି ଲାଜୁଆ ଆଉ ଡରକୁରା ଥିଲ

ହେଲେ ମୁଁ କାହାକୁ ଖାତିର କରୁନଥିଲି

କେବଳ ସେ ଚିଠିର ସତସାହାସରେ ମୁଁ

ସବୁ କରିପାରିବି ବୋଲି ଭାବିସାରିଥିଲି ॥


ସେ ଚିଠି ଥୋଇବାକୁ ଗୁପ୍ତ ସ୍ଥାନ ଯଦି ଥାନ୍ତା

ହୁଏତ ଆଜିବି ତାହା ମୋ ପାଖେ ହିଁ ରହନ୍ତା

କିନ୍ତୁ ସେ ପ୍ରେମର ବୟସ ଆଉ ସମୟ ବି

ହୁଏତ ସମସ୍ତଙ୍କୁ ଡରିଯାଇଥିଲେ ସମ୍ପୂର୍ଣ୍ଣ ॥


Rate this content
Log in

Similar oriya poem from Romance