STORYMIRROR

Gitanjali Pujapanda

Romance

2  

Gitanjali Pujapanda

Romance

ଚିଠି

ଚିଠି

1 min
141

ସାଧା କାଗଜ ରେ ଲେଖିଲି ମୁଁ ତୁମ ନାଁ 

ରେ ଚିଠି ଟିଏ।

ଚିଠି ନୁହେଁ ସିଏ ମନ ର ଉଷ୍ମତା ତୁମ ପାଇଁ 

ଯାହା ରଖିଥିଲି ସାଇତି।

ଲେଖୁ ଲେଖୁ ଲେଖି ଦେଲି ଭାବନା ସବୁ 

ତୁମର ପାଇଁ ମୋ ହୃଦୟ ଯାହା।

ସାଇତି ରଖିଥିଲି ମନର ସିନ୍ଦୁକ ରେ

ଆଜି ଲେଖୁ ଲେଖୁ ଲେଖି ଦେଲି 

ଚିଠି ର ମାଧ୍ୟମ ରେ ।

ଦୟା କରି ଚିଠି ଟିକୁ ପଢିବ ଆଉ ତାର 

ଉତ୍ତରଟି ମତେଦେଵ ଚିଠି ମାଧ୍ୟମ ରେ ।

କାରଣ କହିଦେଲେ ସବୁ ସରିଯାଏ 

ଲେଖି ଦେଲେ କାଳ କାଳ କୁ ରହିଯାଏ।

ପ୍ରେମ ର ପ୍ରତୀକ ତୁମର ଆଉ ମୋର 

ମନର ଭାଷା ଆମ ପ୍ରେମ ଚିଠି ଟିଏ।


Rate this content
Log in

Similar oriya poem from Romance