STORYMIRROR

Sudhashree Bhattamisra

Tragedy

2  

Sudhashree Bhattamisra

Tragedy

ଚିତ୍ରପଟ

ଚିତ୍ରପଟ

1 min
122

ଏ ପୃଷ୍ଠା ନୁହେଁ ଲେଖିବାକୁ

ଏ ପୃଷ୍ଠା ସ୍ମୃତିକୁ ସାଉଁଟିବାକୁ

ଏ ପୃଷ୍ଠା ଜୀବନର ସାଧା କାଗଜ

ଉପରେ, ଅନାବନା

ଚିତ୍ର, ଆଙ୍କିବାକୁ

ଫୁଲ ଫୁଟେ ଝରେ

ନୁହେଁ ସେ ଶେଫାଳି

ଫୁଲ ବି ନୁହେଁ

ହେଲେ ବି ଝରେ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

Similar oriya poem from Tragedy