STORYMIRROR

Sudeshna Misra

Action Children

3  

Sudeshna Misra

Action Children

ଚିତ୍ର ପ୍ରଦର୍ଶନୀ

ଚିତ୍ର ପ୍ରଦର୍ଶନୀ

1 min
269

କି ସୁନ୍ଦର ଦିଶେ

   ଆମରି ମେଳି

ଶିଶୁ ଘରେ ଆଜି

    ଭାରି ଗହଳି

 କେତେ ଯେ ଚିତ୍ର

   ନେଇ ଆସିଲେ

 ପ୍ରଦର୍ଶନୀ ପରି

   ସଜେଇ ଦେଲେ

 ଆଜି ଓ କାଲି ଏହା

     ଖୋଲା ରହିବ

 ଯେବେ ଚାହଁ ତୁମେ

    ସବୁ ଦେଖି ଆସିବ

ପ୍ରତିଯୋଗୀତା ହେବ

    ହାତ ଅଙ୍କନର 

 ମଧ୍ଯାହ୍ନରେ ହେବ

    ଏହାର ବିଚାର

 ବିଚାରକ ମାନେ

   ବୁଲି ଚିତ୍ର ଦେଖିବେ

 ତିନିଜଣ କୃତି ଶିଶୁ

    କଳାକାର ବାଛିବେ

 ହୋଇବେ ଯିଏ 

   ଯୋଗ୍ୟ ବିବେଚିତ

 ମୁଖ୍ୟ ଅତିଥି ତାଙ୍କୁ

    କରିବେ ପୁରସ୍କୃତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action