STORYMIRROR

Pramila Mohanty

Tragedy

2  

Pramila Mohanty

Tragedy

ଚିରି ଗଲା ଚିଠି

ଚିରି ଗଲା ଚିଠି

1 min
81


ଚିରି ଗଲା ଚିଠି ମୋ

ଆବେଗର ଆଘାତେ

ପ୍ରିତୀ ବନ୍ଧନର ଅକୁହା

କଥାକୁ ସେଥିରେ

ଦେଇଥିଲି ଲେଖି

ସ୍ମୃତିର ପଲକକୁ

ପାଶୋରି ପାରୁନି

ମୋ ଲୁହର ଧାର ମୋ

 ଝରି ଝରି ଯାଉଛି

କଲମର ଧାରରେ

ଲହୁର ରଙ୍ଗିନ୍ ସାଇରେ

ଅଧୁରା କଥାରେ 

ଯାହା ମୁଁ ଲେଖିଥିଲି

କିପରି ଭୂଲି ବି

ସେ ସମୟର କଥା

ଯାହା ବାର୍ତ୍ତା ରେ

ସଜାଇ ଥିଲି

ଫେରିବକି ସେ

ଚିଠି ଆଉ ଯାହା

ଆଜି ଭଗ୍ନ ସ୍ତୁପ ପରି

ଝଡି ଝଡି ଚିରି ଯାଇଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy