STORYMIRROR

Manas Kumar

Abstract

2  

Manas Kumar

Abstract

ଚିର ଅମର ମହାତ୍ମା ଗାନ୍ଧି

ଚିର ଅମର ମହାତ୍ମା ଗାନ୍ଧି

1 min
3.0K

ମୋ ଭାରତ ର ଇତିହାସ ଗାନ୍ଧୀ ଙ୍କ ବିନା ଅଧୁରା 

ଯିଏ ଜନମି ଥିଲେ ଗୁଜରାତ ରାଇଜ ର ପୋରବନ୍ଦର ଠାରେ


ଥିଲେ ସେ ଅହିଂସା ଆଉ ସତ୍ୟ ର ପୂଜାରୀ 

ତାହା ସହ କରିଥିଲେ ଖାଦି ର ପ୍ରଚାର ଆଉ ପ୍ରସାର


ଆଫ୍ରିକା ରେ ଆରଂଭ କରିଥିଲେ ଆନ୍ଦୋଳନ ଜାତି ପ୍ରଥା ବିରୋଧ ରେ 

ଭାରତ ଫେରିଲା ପରେ ଚାଲିଲା ଘନ ଘନ ଆନ୍ଦୋଳନ ଗୋରା ସରକାର ବିରୁଦ୍ଧ ରେ


ଆମେ ସ୍ୱାଧୀନ ହେଲେ ୧୯୪୭ ମସିହା ରେ 

କିନ୍ତୁ ଆତତାୟୀ ର ଗୁଳି ରେ ସେ ଚାଲିଗଲେ ତା ପରେ ପରେ 


ସତରେ ଦେଶର ଉଜ୍ଵଳ ଆଲୁଅ ଲିଭିଗଲା 

କିନ୍ତୁ ହୃଦୟ ରୁ ନ ଲିଭୁ ତାଙ୍କର ମହାନ ବିଚାରଧାରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract