STORYMIRROR

Akankshyamayee Dash

Abstract Children Stories

3  

Akankshyamayee Dash

Abstract Children Stories

ଛୁଆ ପିଲା ମାଙ୍କର ନାଟ ତାମସା

ଛୁଆ ପିଲା ମାଙ୍କର ନାଟ ତାମସା

1 min
341

ଛୁଆ ପିଲା ମାନେ ଦେଖୁ ଥିସନ୍ କେତେ କେତେ ସପନ

ଆରେ....ଛୁଆ ପିଲା ମାନେ ଦେଖୁ ଥିସନ କେତେ କେତେ ସପନ

ଛୁଆ ଥିଲା ଦିନୁ ଦେଖ୍ ସନ୍ ସପନ ଆର୍ କର୍ଶନ କେତେ ମଜା

ସେ ମଜା ଜାଣି ବଡ଼ ହେଲେ ପା ଏ ସନ୍ ସେନ୍ତ। ସଜା

ଆଜି କାଲିର ଛୁଆ ମାଙ୍କୁ ଛୁଆ କ।ଣ। ବଳବ କରୁଛନ ବଡ ବଡ କବାର

ସେମାନେ ଆଜି ଆଗ କେ ବଢ଼ୁଛନ କାହା କେ ନାଇ ଡ଼ର ବାର 

ପିଲା ବଳୁଚେ ବାଇକ ଆର୍ ଝି ବଲୁଚେ ଫୁନ୍

ଛୁଆ ପିଲା ମାଙ୍କର ଚାଲି ଚଳନ ଦେଖି ମା ବୁଆ ହେଉଛନ୍ ଗୁମ୍ ।

ଖାଲି ନାଟ ତାମସା କଲେ ନାଇ ହୁଏ ରେ ବାବୁ

ପାଠ ସାଠ ଟିକେ ପଢ଼ି କରି ଦେଶର ନା ଉ ଯା ଲା କର୍ବୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract