STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

"ଛାଇ ଛବି "

"ଛାଇ ଛବି "

1 min
111

ଗ୍ରୀଷମ ସଞ୍ଜରେ ଝାଳୁଆ ମନରେ

ତୁମ କଥା ଦେଲେ ଭାବି

ନୀଳଆକାଶରେ ଝଲସି ଉଠଇ

ତୁମ ସ୍ମୃତି ପ୍ରତିଛବି


ଜୀବନେ ଜୀବନ୍ତ

ଗ୍ରୀଷମ ବସନ୍ତ

ଦୁଃଖର ଦହନ

ଜନମ ମରଣ


ଚଉଁରା ସଳିତା ସଞ୍ଜରେ ଦେଖିଲେ

ତୁମ ମୁଖ ଦିଶୁଥାଏ

ରାତି ବଢିଗଲେ ଚାନ୍ଦ ତୁମ ପାଇଁ

କଳଙ୍କିତ ହୋଇଯାଏ

କଢ଼ଲିପି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract