STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଚେତାବନୀ

ଚେତାବନୀ

1 min
13.5K


ଖଚ ମିଛ କହି                 ସହଜରେ ଏଠି

କାର୍ଯ୍ୟ ସିନା କରି ହେବ

ଯେତେ ଯାହା କଲେ         ବିଶ୍ୱ ଦରବାରେ

ଖସି ଯିବା ଅସମ୍ଭବ


ସତର୍କ ହୁଅରେ                କପଟୀ ଜନତା

ଖଳ ବୁଦ୍ଧି ତ୍ୟାଗ କର

ବେଳ ଥାଉ ଥାଉ              ପ୍ରାୟଶ୍ଚିତ କର

ଯୋଡି ଦେଇ ଭଙ୍ଗା ଘର


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract