ଚଢେଇ ରାଣୀ
ଚଢେଇ ରାଣୀ
1 min
203
ମୋ ଜୀବନ ଏଇ ବlଇଆ ବସାରେ
ତୁମେତ ଚଢେଇ ରାଣୀ
ମlନ ଅଭିମାନ ରାଗ ରୋଷ ଭରା
ଏଇ ଆମରି କାହାଣୀ ।
କେବେ ସେ ଖୁସିରେ ଧୀରେ ଝୁଲୁ ଥାଏ
କେବେବl ଦୁଃଖରେ ଠିଆ
ଆମ ସପନର ଅସୁମାରୀ କଥା
ଖୁସିର ସ୍ମୃତି ଫରୁଆ ।
ସବୁ ସ୍ୱପ୍ନ କେବେ ସଫଳ ହୁଏନି
ଆମରି ଜୀବନ ପଥେ
ସମୟ ସାଥିରେ ଧର୍ଯ୍ୟରଖ ବାରେ
କିଂଚିତ ମିଳିବ ନିଶ୍ଚେ ।