Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandan Sahu

Action Inspirational

2.8  

Chandan Sahu

Action Inspirational

ଚାଷୀ

ଚାଷୀ

1 min
174


ନାଁ ଟା ତାର୍ ଚାଷୀ ନାଁ ଟା ତାର୍ ଚାଷୀ

ଯେତେ ବେଲର୍ କାମ ସେତେବଲ୍ କର୍ ସି 

ନେଇ ରଖେ କେଭେ ବାସି ।

ନାଁ ଟା ତାର୍ ଚାଷୀ ।

ଚାଷ୍ କାମ୍ କରି କୁଟୁମ୍ ପୁସ୍'ସି ବଲି

ନାଁ ହେଲା ତାର୍ ଚାଷୀ ,

କାହାର ଉପରେ ଆଶା ନେଇଁ ରଖେ

ବର୍ଷା ପାଏନ୍ ଟାକିକରି ରହିଥିସି ।

ନାଁ ଟା ତାର୍ ଚାଷୀ ।

ନେଇଁ ମାନେ ଖରା ନେଇଁ ମାନେ ଶୀତ୍

ନେଇଁ ମାନେ ବର୍ଷା ଝଡି ।

ସକାଳ ପାଏଲେ ଖେତ୍ କେ ଯାଏସି 

ଧରି କରି ନଙ୍ଗଳ ଯୁଆଡି ।

ହିଂସା ଅହଙ୍କାର ନେଇଁ କରେ କାହାକେ

ଖାଏବାର୍ କେ ସବ୍ କେ ଦେସି ।

ନାଁ ଟା ତାର ଚାଷୀ ନାଁ ଟା ତାର ଚାଷୀ ।

ଦୁନିଆଁ ତାହାକେ ଚାଷୀ ବଲିକରି

କେତେ ଉପହାସ୍ କର୍'ସି

ତଥାପି ମନେ ତାର୍ ଦୁଃଖ ନେଇଁ କରେ 

ହଁସି ହଁସି ସହି ଦେସି ।

ନାଁ ଟା ତାର୍ ଚାଷୀ ନାଁ ଟା ତାର୍ ଚାଷୀ ।



Rate this content
Log in

Similar oriya poem from Action