STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଚାଲ ଶିଖିବା

ଚାଲ ଶିଖିବା

1 min
179


ଚାଲ ଆମେ ଶିଖିବା ସତ୍

ବୁଦ୍ଧି ମୈତ୍ରୀ ଭାବ ବୁଣି ।

ଦେବା ଶାନ୍ତି ପ୍ରେମର ବୀଜ

ଅମ୍ଳାନ ରଖିବା ଆମ ଦେଶ

  ମାତୃକାର ଧ୍ବଜା 

ବାଣ୍ଟି ଦେବା ସମୃଦ୍ଧିର ବାତ୍ତା

ଜାଳିଦେବା ସୁଖର ସଳିତା

କେହି ନୁହଁ ପର ସଭିଏଁ

ଆମେ ଗୋଟିଏ ମାଟିର

ମାଟିରୁ ହୋଇଛେ ଉତ୍ପନ୍ନ

ମାଟିର ମଣିଷ ମାଟିରେ

    ଝଡିବା ।

ପରସ୍ପର ମଧ୍ୟେ ବଢିଲେ

ଅଶାନ୍ତି ମଣିଷ ପଣିଆ

    ହରାଇବା

ସେହ୍ନ ର ମନ୍ତ୍ର ସୁଗନ୍ଧିତ

ଅତର ସମ ବାଣ୍ଟି ଦେବା

ମହକରେ ଖେଳି ଉଠିବ

 ପ୍ରେମର ଝରଣା

ଇସାରାରେ ହସି ଉଠିଵ

  ସାରା ଦୁନିଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational