ଚାହିଁବାରୁ ସକାଳ ସୂର୍ଯ୍ୟଙ୍କୁ
ଚାହିଁବାରୁ ସକାଳ ସୂର୍ଯ୍ୟଙ୍କୁ
ତୁମେ ପୁରୁଷ ଜାତି କାହିଁ ବୁଝିବ, ଛାଡ ପତ୍ର କି ଲୋକର ତାତି ,ତୁମେ ତ ବୁଝି ନ ଥାଅ ।
କର୍ମ ଆଉ ଦୁଷ୍କର୍ମର ଦୂରତା ଖାଲି ବୁଝିବା ନାରୀଟିଏ ଅବଳା ଦୁର୍ବଳା ନିର୍ଭର ଶିଳା ଦାସୀଟିଏ,
ସାମଗ୍ରୀଟି ଆଇଟମ ଟିଏ ଭୋଗର
ତାକୁ ସଜେଇ ହୁଏ ରାଣୀ ପରି
ଗୃହ ପାଳିତ ଦୁଇ ପଦ ପାଣି ପରି ଓ ଫିଙ୍ଗି ଦିଆ ଯାଇ ପାରେ ପଦ ପାତ ପରି ପଦାକୁ l
