ଚାହା
ଚାହା
ଆଜି ଚାହା ପିବାକୁ
ଇଚ୍ଛା ହେଲା ବୋଲି
ମୁଁ ଆଣିଥିଲି ଚାହା
ଯାଇ ଚାଲି ଚାଲି ।। ୧।।
ତିଆରି ବେଳେ ସତେ
କେତେ ବାସ୍ନା ଥିଲା....
କରିଲା ବେଳେ ତ ମୁଁ
ଜାଣି ପାରି ଥିଲି ।। ୨।।
କେତେ ସ୍ବାଦ ଭରା
ଥିଲା ଯେ ତହିଁରେ
ଚାହାପିଲା ବେଳେ ତ
ମୁଁ ଜାଣି ପାରିଲି ।। ୩।।
ମତେ ତ ଲାଗିଲା
ଚାହା ଭିତରେ ସାର
ଅଟେ ବୋଧେ ଏହି
ମୋରପ୍ରିୟ ଚାହା ରେ ।। ୪।।
