Sunanda Mohanty

Abstract


3.4  

Sunanda Mohanty

Abstract


ଚାବି

ଚାବି

1 min 185 1 min 185

ଗୋଟିଏ ମୁଦ୍ରା ର ଦୁଇଗୋଟି 

ପାର୍ଶ୍ୱ ବିଫଳତା ସଫଳତା 

ଦୁହିଁକୁ ସ୍ୱୀକାର କରିନେଲେ 

ହେବା ଦିନେ ଜଗତଜିତା ।

କିଏ ଏଠି ଚାଖିନି ପରାଜୟ ସ୍ୱାଦ 

ସଫଳତା ଆସେ ସେହିସ୍ୱାଦରୁ ନିର୍ଗତ 

ସଫଳତା ପଛେ ଦୌଡିଲେ ଧରିହେବ ନାହିଁ 

କର୍ମ ତୋହର ନିଜଗୁରୁଭାବି ପାଇ ହେବ ଚାବି 

ପାଇଗଲେ ଥରେ ତାରି ଭିତରେ 

ପାପ ପୂଣ୍ୟ ର ଛବି ।


Rate this content
Log in

More oriya poem from Sunanda Mohanty

Similar oriya poem from Abstract