STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ବ୍ୟଥା

ବ୍ୟଥା

1 min
233

ମୁଁ ବାଢେନା ଯୁକ୍ତି 

କହେନା ମନ କଥା 

ମୁଁ ଲେଖେନା ବ୍ୟଥା 

ମୋ ପାଇଁ ଭଲପାଇବା 

ଏକ ମିଛ, ବାହାନା 

ଛଳନା, ମୁଁ ଦେଖେ ଯେବେ 

ସ୍ବପ୍ନ ରୋମର, ଆକାଶ ଠୁ 

ଆହୁରି ବ୍ୟାପକ ଲାଗେ 

ଚିନ୍ତା ସବୁ, ଅଙ୍କା ବଙ୍କା 

ନଈଟିଏ ଭଳି ଜୀବନ 

ସବୁ ସ୍ୱପ୍ନର ଅନ୍ତ ଯେ 

ଏବେ ସେଇଠି 

ଯେଉଁଠି ମୁଁ ଖୋଜିଥାଏ 

କିଛି ନୂଆକଥା 

ଲାଗେ ସତେ ବେଳେବେଳେ 

କେହିଜଣେ ବୁଝନ୍ତା କି 

ମନର ବ୍ୟଥା 


Rate this content
Log in

Similar oriya poem from Abstract