STORYMIRROR

Debadatta Jena

Romance

3  

Debadatta Jena

Romance

ବୁନ୍ଦ୍

ବୁନ୍ଦ୍

1 min
158

ତୁ ଆଉ ମୁଁ..

ପାଣିର ଦୁଇ ଵୁନ୍ଦ,

ଏ ଜୀବନ ଚଲା ପଥରେ,

ଜୀବନ ଯୁଆଡେ ନେଉଛି,

ଆମେ ଚାଲୁଛେ..


ପୁଣି ଜଣା ନାହିଁ,

କେବେ ଆମେ ମିଶିଗଲେ,

ଶହସ୍ର ବିନ୍ଦୁ ପରି,

ସମାହିତ ଵି ହୋଇଗଲେ..

ହଁ..

ତୁ ଆଉ ମୁଁ..

ଜଣା ନାହିଁ କେବେ 

ଆମେ ଏକ ହେଇଗଲେ..!


ତୁ ଆଉ ମୁଁ..

ନଦୀର ଦୁଇ ଧାର,

ଏଇ ଜୀବନ ଗତି ପଥରେ,

କେବେ ସ୍ଥିର ତ ପୁଣି ଅସ୍ଥିର

ଅଙ୍କା ବଙ୍କା ଏଇ ରାସ୍ତାରେ,

ଚଳତମାନ୍ ପଥ,


ପୁଣି ଜଣା ନାହିଁ,

ଆମ ଭବିଷ୍ୟତ ପନ୍ଥା

ଚାଲିଛେ ତ ଚାଲିବା ଦୂର,

ଆମ ବର୍ତମାନରେ..


ହଁ..

ତୁ ଆଉ ମୁଁ..

ଜଣା ନାହିଁ କେବେ

ହାତ ଛାଡିବାନି ତ ଡ଼ରେ..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance