STORYMIRROR

Dr Prasana Kumar Dalai.

Romance

3  

Dr Prasana Kumar Dalai.

Romance

ବର୍ଷାରେ ସୂର୍ଯ୍ୟ ଙ୍କ ରଶ୍ମି!

ବର୍ଷାରେ ସୂର୍ଯ୍ୟ ଙ୍କ ରଶ୍ମି!

1 min
15


ତୁମେ ସୂର୍ଯ୍ୟ ରଶ୍ମି ବର୍ଷା ର ବିନ୍ଦୁ ରେ 

ତୁମକୁ ଭେଟିବା ପରେ ମନେ ହୁଏ 

ଏକ ଶାନ୍ତ ଦ୍ବୀପ ପରି 

ଏଇ ଅଶାନ୍ତ ଦୁନିଆ ଭୁଲିଛି ଆମକୁ 

ମୋ ଛଡା ନୁହନ୍ତି କେହି ନୁହନ୍ତି ନିଜର 

ଆମ ପାଇଁ କେହି ନାହାନ୍ତି କାନ୍ଦିବା ପାଇଁ 

ଆମ ସମ୍ପର୍କ ର ମାନେ ନୁହେଁ ଦୂରେଇଯିବା 

ଆମେ ଛିଡାହବା ଉଚ୍ଚ ଶୃଙ୍ଗ ପରି 

ମୁଁ ଏକୁଟିଆ ଅଶାନ୍ତ ସମୁଦ୍ର ପରି 

ତଥାପି ଖୋଜି ବୁଲୁଛି ଟିକିଏ ଶାନ୍ତି ପାଇଁ 

ଯେମିତି ବର୍ଷା ଭିତରେ ଟିକେ 

ସୂର୍ଯ୍ୟଙ୍କ ରଶ୍ମି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance