STORYMIRROR

Sunanda Mohanty

Inspirational Thriller Others

4  

Sunanda Mohanty

Inspirational Thriller Others

ବର୍ଷା 

ବର୍ଷା 

1 min
10


କେଵେ ମୌସୁମୀ ହୋଇ 
ବରଷି ଯାଇଛି ବରଷା 
ପାହାଡି ଝରଣା ହୋଇ 
ଓଦା କରିଦେଇ ରଜ ପର୍ବ ଥାଇ 
ଯେଣୁ ଆକାଶରୁ ଆସିଥାଇ ଧାଇଁ 
ମାଟିମାଆକୁ ଓଦା କରିବା ପାଇଁ 
ବରଷା ଗଢ଼ିଛୁ ଜମି ବିଲ ବଣ ନଈ 
ମଣିଷ ଜୀଵନ ଜୀବିକା ପାଇଁ 
 ଜୀଵନ ବଞ୍ଚିବା କଳସ ସିଞ୍ଚିବା ପାଇଁ 
ମେଘ ନାମେ ମେଘୁଆ କହି 
ପବନକୁ କହେ ଉଡାଇ ନେଇ 
ସମତୁଲ କର ଉଚ୍ଚା ନୀଚ୍ଚା ଭୂଇଁ 
ଫଳିବ ସୁନା ବରଷା ମହୁଲି ପିଇ 
ମେଘର ମେଘୁଆ ପାଗରେ ରହି 
ବରଷା ବରଷି ଥାଇ 
ଜଳ ବରଷି ପରଷି ଉଲ୍ଲସି ବାହି 
ବରଷାର ତୃଷା ଧରାରେ ବହି 
ଚୁଆ ଗଡିଆ ପୋଖରୀ ନଇ
ସବୁଜ ଓଢଣୀ ଯାଇଛି ସବୁଠି ଛାଇ 
ବଉଦ ଆକାଶେ ଯାଇଛି ରହି 
ଆପଣାର ଏଇ ବରଷା କହି
ଆଖିମିଟିକା ମାରୁଛି ବିଜୁଳି ରହି ରହି


Rate this content
Log in

Similar oriya poem from Inspirational