Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sunanda Mohanty

Action Inspirational Others


3  

Sunanda Mohanty

Action Inspirational Others


ବର୍ଷା

ବର୍ଷା

1 min 317 1 min 317

ବର୍ଷା ତମେ ଭାରି ଅଝଟ 

ମାନୁନା ଆକଟ 

କେବେ ଫୁଲି ବୋଲାଅ ବନ୍ୟା 

କେବେ ନିସ୍ତେଜ ହୋଇ ମରୁଡି 

ସ୍ୱାବଲମ୍ବୀ ହୁଅ ଆମକୁ ଶିଖାଅ 

ତୁମପରି ଯିବୁ ବର୍ଷି 

କର୍ମ କରିବୁ ହସି ହସି 

ମାଟିରୁ ଆସିଛୁ 

ମାଟିରେ ଦିନେ ଯିବୁ ମିଶି

 ମରିଗଲା ପରେ କିଏ ତ କହିବେ 

ହୋଇନି କାହାର ଦୋଷୀ 

ବର୍ଷା ପରି ସିଏ ନିଧୂମ ଖଟିଛି 

ଦେବାକୁ ଟିକିଏ ଖୁସି. 


Rate this content
Log in

More oriya poem from Sunanda Mohanty

Similar oriya poem from Action