STORYMIRROR

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ବର୍ଷା

ବର୍ଷା

1 min
363


ବର୍ଷା ତମେ ଭାରି ଅଝଟ 

ମାନୁନା ଆକଟ 

କେବେ ଫୁଲି ବୋଲାଅ ବନ୍ୟା 

କେବେ ନିସ୍ତେଜ ହୋଇ ମରୁଡି 

ସ୍ୱାବଲମ୍ବୀ ହୁଅ ଆମକୁ ଶିଖାଅ 

ତୁମପରି ଯିବୁ ବର୍ଷି 

କର୍ମ କରିବୁ ହସି ହସି 

ମାଟିରୁ ଆସିଛୁ 

ମାଟିରେ ଦିନେ ଯିବୁ ମିଶି

 ମରିଗଲା ପରେ କିଏ ତ କହିବେ 

ହୋଇନି କାହାର ଦୋଷୀ 

ବର୍ଷା ପରି ସିଏ ନିଧୂମ ଖଟିଛି 

ଦେବାକୁ ଟିକିଏ ଖୁସି. 


Rate this content
Log in

Similar oriya poem from Action