STORYMIRROR

SACHALA GURU

Abstract Romance Others

3  

SACHALA GURU

Abstract Romance Others

ବର୍ଷା

ବର୍ଷା

1 min
200

ବରଷକ ବାରମାସ ଛଅ ଋତୁ

ଆସିଥାଏ ଗୋଟେ ଗୋଟେ, 

ପ୍ରଥମ ଋତୁର ଗ୍ରୀଷ୍ମ ନାମ ଅଟେ

ତା'ପରେ ବର୍ଷା ପ୍ରକଟେ । ॥0॥


ବର୍ଷା ଆସିଥାଏ ଆଷାଢ ଶ୍ରାବଣେ 

ବର୍ଷା ଯେ ଘନ ଘନ,

ଏହି ଦୁଇମାସ ଧରଣୀ ରାଣୀର 

ବକ୍ଷ ଶୀତଳତା ପୁଣ ।  ॥1॥


ଧରାବେକ୍ଷ ବର୍ଷା କଲେ ଆଗମନ 

ହୁଏ ସବୁୁୁଜିମା ପୂର୍ଣ୍ଣ,

ବିିିଶ୍ୱ ବ୍ରହ୍ମାଣ୍ଡର ସକଳ ଜୀବର

ଆନନ୍ଦେ ହୁଅନ୍ତି ମଗନ । ॥2॥


ଶ୍ରଦ୍ଧାରେ କନ୍ୟାର ପିତାମାତା ପୁଣ

ନାମ ଦେଇଥାନ୍ତି ବର୍ଷା,

ଗ୍ରୀଷ୍ମ ଋତୁ ପରେ ଆଗମନ କରେ

ଋତୁ ଅଟେ ଯେ ବରଷା।  ॥3॥



Rate this content
Log in

Similar oriya poem from Abstract