ବୃକ୍ଷରୋପଣ
ବୃକ୍ଷରୋପଣ
ଯେପରି କଥାରେ ଅଛି
"କନ୍ୟାଦାନ ମହାପୂଣ୍ୟ"
ରକ୍ତ ଦାନ, ବସ୍ତ୍ର ଦାନ କଲେ
ବହୁ ପୁଣ୍ୟ ମିଳିଥାଏ l
କିନ୍ତୁ ସବୁଠାରୁ ଅଧିକ ପୂଣ୍ୟ
କୋଟି କୋଟି ଗୁଣରେ ମହାନ
ପୂରଣରେ ମଧ୍ୟ ଯେଉଁ କାର୍ଯ୍ୟକୁ
ଶ୍ରେଷ୍ଠ ମାନ୍ୟତା ରୂପେ ଗଣା ଯାଇଛି
ଆସନ୍ତୁ ସଭିଏଁ ସେହି ମହାନ କାର୍ଯ୍ୟକୁ କରିବା l
କେହି ନିରଳସ ନ ହୋଇ
ହାତରେ ହାତ ଛନ୍ଦାଛନ୍ଦି ହୋଇ
ଆମେ ସମସ୍ତେ ଏକଜୁଟ ହେବା
ଏହି ମହାନ କାର୍ଯ୍ୟକୁ ମୂଳମନ୍ତ୍ର ରୂପେ
ହାତ ମୁଠାକୁ ନେଇ କରିବା l
କଠିନ ପରିଶ୍ରମ ଜମାରୁ ନୁହେଁ,
ଯେତେ ପ୍ରାକୃତିକ ବିପର୍ଯୟ ଆସିଲେ ଆସୁ
ଆମେ ନ ଡରି , ଏକ ମନ , ଏକ ପ୍ରାଣ ହୋଇ
ଯଦି ବୃକ୍ଷରୋପଣ କରିବା ତାହାହେଲେ
ଆମ ପରିବେଶକୁ ଓ ଆମ ଦେଶକୁ
ବିଭିନ୍ନ ଶଙ୍କଟରୁ ଉଦ୍ଧାର କରି ଆମେ
ଆମ ବାୟୁମଣ୍ଡଳକୁ ରକ୍ଷା କରିପାରିବା
