STORYMIRROR

Ajita Mishra

Abstract

2  

Ajita Mishra

Abstract

ବୃକ୍ଷ

ବୃକ୍ଷ

1 min
148

ପ୍ରକୃତି ର ଶୃଙ୍ଗାର ମୁଁ

ମୋ ଲାଗି

ହସୁଛି ବସୁଧା

କରନାହିଁ ନଷ୍ଟମତେ

କୀଟ ଠାରୁ

ବ୍ରହ୍ମ ପରିଯନ୍ତେ

ମୁଁ ବୃକ୍ଷ

ସାମ୍ପ୍ରତିକ

ଜଗତରେ

ସଂଜୀବନୀ ସୁଧା


Rate this content
Log in

Similar oriya poem from Abstract