STORYMIRROR

Sanjay Sahoo

Thriller

3  

Sanjay Sahoo

Thriller

ବୃକ୍ଷ ଓ ଗୁରୁ

ବୃକ୍ଷ ଓ ଗୁରୁ

1 min
248

 ବୃକ୍ଷ ଟିଏ ପରି ଜନମ ନିଏ ଏ ମଣିଷ ସନ୍ତାନ 

 ଜଳପରି ଗୁରୁ ବିନା ଅଧଉର୍ ତ୍ତ୍। ଜୀବନ

 ଆଲୋକଶ୍ଲେଷଣ ପାଇଁ ବୃକ୍ଷ ଲୋଡ଼େ ସୂର୍ଯ୍ୟର ଆଲୋକ

 ଉତମ ଛାତ୍ର ପାଇଁ ଗୁରୁ ହିଁ ତାର ସହାାୟକ ।


 ବୃକ୍ଷ ହିଁ ଜଣିଥାଏ ଝଡ ପବନର କଷ୍ଟ

 ଗୁରୁ ଙ୍କ ଆଦର୍ଶ ପାଇ ଛାତ୍ର ଟିଏ ହୋୋଇଇଯା ଶ୍ରସଠ୍

 ହେ କାଠୁୁୁରିଆ‌ ଭାଇ ମୋର ନକର ବୃକ୍ଷ ର ନାଶ

 ଅନ୍ଧାରିତ ଛାତ୍ର ଜୀବନରେ ଗୁରୁ ହିଁ ତାର ଆଲୋକର ବେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller