Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance Tragedy Thriller

4.0  

Ramakanta Behera

Romance Tragedy Thriller

ବିବାହ ଡର

ବିବାହ ଡର

1 min
324


ମୋ ମନ ମାନସୀ      ମନର ମାନିନୀ 

     ପାଇବାକୁ ଇଚ୍ଛା ତୋତେ 

ବାହା ହେବି ବୋଲି   କେତେ ମୁ ଖୋଜୁଛି 

    ତୋ ପରି ସୁନ୍ଦରୀ ଗୋଟେ      ॥


ସାତ ଜନ୍ମ ପାଇଁ       ତାର ହାତ ଧରି 

     ଚାଲିବାକୁ ମୋର ଇଚ୍ଛା

ସେଥିପାଇଁ ଖୋଜେ    ନିର୍ମଳ ହୃଦୟ 

    ଆଉ ପ୍ରେମିକାଟେ ସଚ୍ଚା       ॥


ବିବାହ ରୂପକ      ବନ୍ଧନ ମୋ ପାଇଁ

    ନହେଉ କଣ୍ଟାର ହାର 

ସାତ କହୁଛି ମୁଁ    ଭାରି ଡର ଲାଗେ 

   ଚେହେରା ଦେଖି ସୁନ୍ଦର        ॥


ବାହା ହେବାପାଇଁ  ଭାରି ଖୁସି ଲାଗେ 

  ହେଲେ ମନ ମୋର ଭାବୁଛି 

ଆଜି କାଲିର ଏ    ପରକୀୟା ପ୍ରୀତି 

   ପାଇଁ ଭାରି ଡର ଲାଗୁଚି       ॥



Rate this content
Log in

Similar oriya poem from Romance