STORYMIRROR

Sanjay Sahoo

Others

3  

Sanjay Sahoo

Others

ସୁସ୍ୱାଗତେ ଅଗ୍ନିବୀର

ସୁସ୍ୱାଗତେ ଅଗ୍ନିବୀର

1 min
174

ଏ ମାଟିରେ ଲୁଚି ରହିଛି ଯେ 

କେତେ ବୀର ସନ୍ତକର ଛାଇ

ସାଜି ସେ ଉଠୁଛି ଅନ୍ତର ତଳେ ରଖି ଅନଳ ଶିଖା

ଦେଶର ଗୈାରବ ପାଇଁ ।  


 ସମୟ ଆସିଛି ନାଶ କରିବାକୁ ଅସହ୍ୟ

 ଆତଙ୍କର ଅତ୍ୟାଚାର

 ଜନମ ନେଇ ସାଜି ସେ ଉଠୁଛି

 ଅଗ୍ନିରୁପକ ଅଗ୍ନିବୀର‌ ।


 ନେଇଛି ଟେକ ଗଲେ‌ ବେକ

ପଛକୁ ଫେରିବ ନାହିଁ,,

 ଜୀବ ଥିବା ଯାଏଁ ଅପେକ୍ଷା କରିବ

 ଜାତିର ମର୍ଯ୍ୟାଦା ପାଇଁ ।

   


Rate this content
Log in