STORYMIRROR

Sanjay Sahoo

Thriller

3  

Sanjay Sahoo

Thriller

ମୋ ଗାଁ

ମୋ ଗାଁ

1 min
212

ଏଇ ହେଉଛି ମୋଗାଁ

ଯେବେ ସ୍ଵଦେଶର ପୃଷ୍ଠାରେ ଲେଖାହବ ତାନାଁ

ମନୋବଳ ଧରି ହୁଅ କାର୍ଯ୍ୟକ୍ଷମ

ରଖ ଏ ମାଟିରେ ତୁମ ନାମ ।


ସତ୍ୟ ଧର୍ମ ଅନ୍ୟାୟ ପଥରେ ହୋଇଲେ ଅଗ୍ରସର

ବିିିଘ୍ନ ଘଟିିିିବନି କେବେ ତୁମର

ସମୁଦ୍ର ଜାଣେନାହିଁ ତାର ଶେଷ କେଉଁଠି

ସେତେବେଳେ ଏ ମାଟି ସ୍ଵର୍ଣ୍ଣ ପରି ଗଢି ଉଠିବ ଏଇଠି

ପୁଣି ଫୁଟି ଉଠିବ ସୁଗନ୍ଧିିତ ଫୁୁଲ‌

ମୋ ଗାଁ ମୋ ପାଇଁ ଭଲ ।

                         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller