STORYMIRROR

Kamalini Panigrahi

Inspirational

3  

Kamalini Panigrahi

Inspirational

ବ୍ରହ୍ମ ଚାରିଣୀ

ବ୍ରହ୍ମ ଚାରିଣୀ

1 min
181

   ଦ୍ଵିତୀୟରେ ପୂଜ୍ୟ ବ୍ରହ୍ମଚାରିଣୀ ତୁ

   ଶ୍ଵେତ ବସ୍ତ୍ରାଭୂତା ମାତା

   କମଣ୍ଡଳୁ ଧାରିଣୀ ଉମା,ଅପର୍ଣ୍ଣା

   ମାତା ହେ ପର୍ବତ ସୁତା।


   ମନ୍ତ୍ର,ତନ୍ତ୍ର,ଶାସ୍ତ୍ର,ବ୍ରହ୍ମ ବିଦ୍ୟାରେତୁ

   ସ୍ଵୟଂ ସମ୍ପୂର୍ଣା ହେ ମାତା 

   ତପସ୍ୱିନୀ ଜପାମାଳା ଧାରିଣୀ

   କୁମାରୀ ରୂପେ ପୂଜିତା।


   ସୃଷ୍ଟି ସଂରଚନା ସମୃଦ୍ଧିର ଦେବୀ

   ବ୍ରହ୍ମବିଦ୍ୟା ଦାତ୍ରୀ ମାତା

   ଗର୍ବ ଖଣ୍ଡିତା ଆହେ ଯୋଗମାତା

   ଘେନ ମୋ ଭକ୍ତି ସଳିତା।

    

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational