STORYMIRROR

MANAS KUMAR KAR

Tragedy Classics Inspirational

3  

MANAS KUMAR KAR

Tragedy Classics Inspirational

ବୋଉ

ବୋଉ

1 min
213

ଏ ଦୁନିଆକୁ ମୋତେ ଆଣିବା ପାଇଁ!

କେତେ ପୂଜା ପାଠ କରିଲୁ ତୁହି!!

ଦଶ ମାସ ଦଶ ଦିନ ଧରିଲୁ ଗର୍ଭରେ!

ମୋ ପାଇଁ ଯେ କେତେ କଷ୍ଟ ସହିଲୁ ହୃଦୟରେ!!

ମୋ ମୁହଁରେ ଟିକେ ହସ!

ଦେଖିବା ପାଇଁ ତୁହି!!

ଦୁନିଆର ସାରା ଖୁସି!

ମୋ ପାଦତଳେ ଦେଲୁ ଥୋଇ!!

କହିବି ମୁଁ ଅତିଗର୍ବେ!

ମୋ ବୋଉ ପରି କେହି ନାହିଁ!!



Rate this content
Log in

Similar oriya poem from Tragedy