Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Romance

2  

Purnima Prusty

Romance

ବନ୍ଦୀ ତୁ ପ୍ରେମରେ ମୋର

ବନ୍ଦୀ ତୁ ପ୍ରେମରେ ମୋର

1 min
258


ଜଣା ନାହିଁ କେତେ ଦିନ

         ସାଥିରେ ରହିବି

 ଜଣା ନାହିଁ କେତେ ଦିନ

     ତୁମ ସହ ହସି ମୁଁ ପାରିବି ।


ଜଣା ନାହିଁ କେତେ ଦୂର

       ସାଥିରେ ଚାଲିବି

ହାତ ସହ ହାତ ଛନ୍ଦି

     ଦୁଃଖ ସବୁ ଭୁଲି ଯିବି ।


ସ୍ବପ୍ନ ନାହିଁ ବେଶି କିଛି

     ବାସ୍ ଗୋଟେ ଇଛା ମୋର

ଓଠେ ତୁମ ହସ ଦେଖି

    ଶେଷ ନିଃଶ୍ୱାସ ଯାଉ ମୋର ।


 ପ୍ରତି ଦୁଃଖେ ରହିଥିବି

     ଛାଇ ପରି ହେଇ ବାନ୍ଧି

ଜନ୍ମ ଜନ୍ମାନ୍ତର ସାଥି ମୋର

     ତୁମକୁ ଆଜି କଲି ବନ୍ଦୀ ।


Rate this content
Log in

Similar oriya poem from Romance