STORYMIRROR

Dr. Shiba Prasad Tripathy

Inspirational Others

5.0  

Dr. Shiba Prasad Tripathy

Inspirational Others

ବନ୍ଧୁତାର ପଥ (ଦୁଇ)

ବନ୍ଧୁତାର ପଥ (ଦୁଇ)

1 min
13.9K


ଆସ !

ସଂପର୍କର ବାଟ ଖୋଜି ଖୋଜି

ହୃଦୟ ମାନଙ୍କୁ ଯୋଡି ଦେବା

ଆମେ-ଆମ ଅଳିନ୍ଦ ଭିତରେ ,

ଭଲ ପାଇ ବସିବା ପରସ୍ପର

ଅଭିମନ୍ତ୍ରିତ ହୃଦୟର

ଆମ ଚଉଡା ରାସ୍ତାରେ ।।


ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational