STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବନ୍ଧୁତା

ବନ୍ଧୁତା

1 min
209

ଚିର ଶାଶ୍ଵତ ଚିର ଅମଳିନ

 ଏମିତି ଅକ୍ଷର ତିନିଟା

ନାଆଁଟି ତାର ବନ୍ଧୁତା।


ବନ୍ଧୁ ପାଶେ ବନ୍ଧୁ

ଏତେ ଆପଣାର

ନାହିଁ ତା ଉପମା

ନାହିଁ ଏଠି ସ୍ୱାର୍ଥପରତା।

 ବନ୍ଧୁତା...

ଯୁଗ ଯୁଗ ପାଇଁ

ବନ୍ଧୁର ସେନେହ

ଶୁନ୍ୟ ପ୍ରାଣେ ଭରେ ପୂର୍ଣ୍ଣତା।

 ବନ୍ଧୁତା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational