RAKESH MUDULI
Children
ସବୁ ସମ୍ପର୍କର ଉର୍ଦ୍ଧ୍ବରେ ବନ୍ଧୁତ୍ୱ
ଈଶ୍ୱରଙ୍କ ଶ୍ରେଷ୍ଠ ସୃଷ୍ଟି,
ମାନ ଅଭିମାନ ଯେତେ ଥାଉ ହେଲେ
ସଦା ଏଠି ପ୍ରେମ ବୃଷ୍ଟି ।
ରକ୍ତର ସମ୍ପର୍କ ନ ଥାଇ ବି ଅଛି
ଭରସା ଆଉ ବିଶ୍ୱାସ,
ବନ୍ଧୁତ୍ୱ ଅମର କେବେ ତୁଟେ ନାହିଁ
ଅଟକି ଗଲେ ବି ନିଶ୍ୱାସ ।
''ବାପା: ଏକ ଅମ...
ସ୍ନେହର ଶବ୍ଦରୂ...
ମୁଁ ଏକା ତୁମର
ପ୍ରିୟା ମୋର ମର...
ବନ୍ଧୁ
ବନ୍ଧୁତା
ତୁମ
ଏ କି ସଂଯୋଗ
ନାରୀ
ଭାବନାରେ ତା'ର
ଦେଖୁ ଅଛି ଦମ୍ ସାରା ବିଶ୍ବ ଆଜି କରି ନାହିଁ କେହୁ କଲା ଚନ୍ଦ୍ର ମାମୁଙ୍କର ଦକ୍ଷିଣ ଧୃବରେ ... ଦେଖୁ ଅଛି ଦମ୍ ସାରା ବିଶ୍ବ ଆଜି କରି ନାହିଁ କେହୁ କଲା ଚନ୍ଦ୍ର ମାମୁଙ୍କର ...
ଭେଣ୍ଡି, ବାଇଗଣ ପୋଟଳ କରଲା କାଙ୍କଣ କଖାରୁ କଷି । ତରକାରୀ ରାନ୍ଧେ ଆମ ଗୃହମଣୀ ରୋଷେଇ ଘରରେ ଭେଣ୍ଡି, ବାଇଗଣ ପୋଟଳ କରଲା କାଙ୍କଣ କଖାରୁ କଷି । ତରକାରୀ ରାନ୍ଧେ ଆମ ଗୃହମଣୀ ...
ଯେତେ ଆଧୁନିକ ହେଲେ ବି ଆମେ ଆମ ମଣ୍ଡା ଏଣ୍ଡୁରି ପୋଡ଼ପିଠା ଅଟେ ଆମ ପରମ୍ପରା ଆମ ଚଳଣି ପିଜା, ବର୍ଗର ଯେତେ ଆଧୁନିକ ହେଲେ ବି ଆମେ ଆମ ମଣ୍ଡା ଏଣ୍ଡୁରି ପୋଡ଼ପିଠା ଅଟେ ଆମ ପରମ୍ପରା ଆମ ଚଳଣି ...
ଦଶ ଇନ୍ଦ୍ରିୟଗଣ ଦଶ ଇନ୍ଦ୍ରିୟଗଣ
ହିଂସା, ଦ୍ୱେଷ, ସ୍ବାର୍ଥ ଯେତେ ଆବର୍ଜନା, ସେ ସବୁକୁ ମନୁ କାଢ଼ି ଫିଙ୍ଗିବା ଦରକାର ସ୍ନେହ, ପ୍ରେମ, ଶ ହିଂସା, ଦ୍ୱେଷ, ସ୍ବାର୍ଥ ଯେତେ ଆବର୍ଜନା, ସେ ସବୁକୁ ମନୁ କାଢ଼ି ଫିଙ୍ଗିବା ଦରକାର ସ୍ନେ...
ପ୍ରତିକୂଳ ପରିବେଶରୁ ନିଜକୁ କିପରି ରକ୍ଷା ହୋଇ ପାରିବ, ଶିକ୍ଷା ଦିଏ ଅଗଣିତ କଳାକାର ମାନଙ୍କର ଅମୂଲ୍ୟ କଳା ... ପ୍ରତିକୂଳ ପରିବେଶରୁ ନିଜକୁ କିପରି ରକ୍ଷା ହୋଇ ପାରିବ, ଶିକ୍ଷା ଦିଏ ଅଗଣିତ କଳାକାର ମା...
ଈଶ୍ବର ଆମକୁ ଦେଇଛନ୍ତି ଦେହ ତା' ମାଧ୍ୟମେ ଭଲ କରିବା ପାଇଁ ଯତନେ ତାହାକୁ ରଖିଲେ ସଜାଇ ସିନା ଭଲକାମେ ଈଶ୍ବର ଆମକୁ ଦେଇଛନ୍ତି ଦେହ ତା' ମାଧ୍ୟମେ ଭଲ କରିବା ପାଇଁ ଯତନେ ତାହାକୁ ରଖିଲେ ସଜାଇ ...
ଖେଳ ଖେଳୁଛନ୍ତି ବୁଢ଼ୀ ଟା ସିନା ଗାଳି କରି ଚାଲିଛି ହେଲେ ଶୁଣୁଚି କିଏ? ଖେଳ ଖେଳୁଛନ୍ତି ବୁଢ଼ୀ ଟା ସିନା ଗାଳି କରି ଚାଲିଛି ହେଲେ ଶୁଣୁଚି କିଏ?
ଟଙ୍କା ଟି ନଥିଲେ ସଭିଙ୍କ ଆଖିରେ ହତାଦର ହୋଇଥାନ୍ତି, ଦୁଃଖରେ ତାହାର ଦିନ କଟିଥାଏ ଟଙ୍କା କୁ ସେ ଝୁର ଟଙ୍କା ଟି ନଥିଲେ ସଭିଙ୍କ ଆଖିରେ ହତାଦର ହୋଇଥାନ୍ତି, ଦୁଃଖରେ ତାହାର ଦିନ କଟିଥାଏ ଟଙ...
ଥୁକୁଲଥାକୁଲ ରୁମୁରୁମିଆ ଭାଲୁ ନାନୀଟି ଭାରି ଅଳସୁଆ । ସବୁଠୁ ସୁନ୍ଦର ପକ୍ଷୀ ମୟୂର ଇନ୍ଦ୍ ଥୁକୁଲଥାକୁଲ ରୁମୁରୁମିଆ ଭାଲୁ ନାନୀଟି ଭାରି ଅଳସୁଆ । ସବୁଠୁ ସୁନ୍ଦର ପକ୍ଷୀ ମୟୂ...
ପିଲାଙ୍କ ହସରେ ପିଲାଙ୍କ ହସରେ
ବୋଉ ପାଇଁ ପଦେ ବୋଉ ପାଇଁ ପଦେ
କୁଟୁମ୍ବ ଭାବୁଥିଲେ ମାତ୍ର ସମ୍ପର୍କ ପରସ୍ପରେ ସାର ଅଦୃଶ୍ୟ ହୁଏ ବନ୍ଧୁତା ସ୍ଥାନ ହୁଏ ପରା କାନ୍ଦିବାର କୁଟୁମ୍ବ ଭାବୁଥିଲେ ମାତ୍ର ସମ୍ପର୍କ ପରସ୍ପରେ ସାର ଅଦୃଶ୍ୟ ହୁଏ ବନ୍ଧୁତା ସ୍ଥାନ ହୁଏ ପରା କ...
ଭଲ ପାଠ ପଢି ଭଲ କାମ କରି ଗେହ୍ଲା ମୋ ଜଗତଜିତା ହୋଇବ ବୋଲି ସେ ରଖିଛି ଲୋ ଲକ୍ଷ୍ୟ ଶୁଣ ତୁ ମୋହରି କଥା ଭଲ ପାଠ ପଢି ଭଲ କାମ କରି ଗେହ୍ଲା ମୋ ଜଗତଜିତା ହୋଇବ ବୋଲି ସେ ରଖିଛି ଲୋ ଲକ୍ଷ୍ୟ ...
ନାଭିକମଳର ତୃତୀୟ ପାଦରେ ପାତାଳକୁ ତାଙ୍କୁ ଚାପି ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ ଦେଇଥିଲେ ବର ଯାଚି ନାଭିକମଳର ତୃତୀୟ ପାଦରେ ପାତାଳକୁ ତାଙ୍କୁ ଚାପି ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ ଦ...
ସରସ୍ୱତୀ କହିଲେ ତୋର ହୀନ ଭାଗ୍ୟ ସାତଜନ୍ମ ଯାଏ ନାହିଁ ତୋ ବିଦ୍ୟା ଯୋଗ । ଭାଗ୍ୟହୀନ ଜାଣି କାଳି ରୋଦନ ସରସ୍ୱତୀ କହିଲେ ତୋର ହୀନ ଭାଗ୍ୟ ସାତଜନ୍ମ ଯାଏ ନାହିଁ ତୋ ବିଦ୍ୟା ଯୋଗ । ଭାଗ୍ୟହୀନ ଜାଣ...
ଆମ ରାଷ୍ଟ୍ର ସଂଗୀତ କୁ ମିଶିକରି ଗାଇଥାଉ କେତେ କେତେ ବୀର ରଚିଯାଇଛନ୍ତି ତାଙ୍କ ମହାନ ର ଗ ଆମ ରାଷ୍ଟ୍ର ସଂଗୀତ କୁ ମିଶିକରି ଗାଇଥାଉ କେତେ କେତେ ବୀର ରଚିଯାଇଛନ୍ତି ତ...
ଅନୁଭୂତି ଓ ଅନୁଶାସନର ଗନ୍ତାଘରଟିଏ ଜୀବନ୍ତ ନିୟମାବଳିର ମାର୍ଗଟିଏ ଫୁଲଠୁଁ କୋମଳ ହୃଦୟଟିଏ ସବୁଥିରେ ଥାଏ କ୍ଷ... ଅନୁଭୂତି ଓ ଅନୁଶାସନର ଗନ୍ତାଘରଟିଏ ଜୀବନ୍ତ ନିୟମାବଳିର ମାର୍ଗଟିଏ ଫୁଲଠୁଁ କୋମଳ ହୃଦୟଟି...
କବି ବଳଦେବ,ଉପେନ୍ଦ୍ର,କୁନ୍ତଳା,ଅଭିମନ୍ଯୁ,ଭୀମ ଭୋଇ ଫକୀର ମୋହନ,ଭକ୍ତ ଚରଣ ,ସାରଳା,ଯଦୁମଣି କେତେ କବି ଆଉ କେ... କବି ବଳଦେବ,ଉପେନ୍ଦ୍ର,କୁନ୍ତଳା,ଅଭିମନ୍ଯୁ,ଭୀମ ଭୋଇ ଫକୀର ମୋହନ,ଭକ୍ତ ଚରଣ ,ସାରଳା,ଯଦୁମଣ...
ସତଶିକ୍ଷା ଦେଇ ଆଦର୍ଶରେ ଗଢିଦିଅ ମତେ। ସତଶିକ୍ଷା ଦେଇ ଆଦର୍ଶରେ ଗଢିଦିଅ ମତେ।